ତୈଳ ଦର ବୃଦ୍ଧି ନେଇ ରାଜ୍ୟର ଆନ୍ଦୋଳନକୁ ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:କହିଲେ, ତୈଳ ଦର ହ୍ରାସ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି, ଗତ ଅକ୍ଟୋବରରେ ଆମେ ୨ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇଥିଲୁ, ରାଜ୍ୟ ସରକାର ଦାୟିତ୍ୱ ତୁଲାନ୍ତୁ, ଟିକସ ହ୍ରାସ କରନ୍ତୁ