ଦିଲ୍ଲୀ ଏମ୍ସରେ ବାଜପେୟୀଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରତିକ୍ରିୟାରେ କହିଲେ, ‘ମୁଁ ଗଭୀର ମର୍ମାହତ, ଭାରତ ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଲା, ମୁଁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।’ Edited By OdishaReporter Bureau | By On Aug 16, 2018 Share