ଦୁଇ ସ୍ୱାମୀ ଭିଡିଓ ଭାଇରାଲ ପ୍ରସଙ୍ଗରେ ପ୍ରଦୀପ ମହାରଥୀ କହିଲେ- ମୁଁ ଭୁଲ୍ କରି ନାହିଁ; କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତବେଳେ ମହିଳାମାନଙ୍କ କଥା କହିଥିଲି, ଜଣେ ସ୍ତ୍ରୀରେ ଦୁଇ ସ୍ୱାମୀ କଥା କହିଥିଲେ ୯୦ ହଜାର କହିଥାନ୍ତି