ନୀଳଗିରି: ଅଧ ରାତିରେ ନିଜ ବେକରେ ଖୁର ମାରି କୂଅକୁ ଡେଇଁଲେ ଯୁବକ, ଗରଡିହି ପଞ୍ଚାୟତ ବନ୍ଧସାହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି, କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି