ନୟାଗଡ଼: ଖଣ୍ଡପଡ଼ା ପଶୁ ଡାକ୍ତରଖାନା ପରିସରରେ ମହିଳାଙ୍କୁ ପିଟିଲେ ଡାକ୍ତର; ଛେଳି ଚିକିତ୍ସା କରାଇବାକୁ ନେଇ ବଚସାରୁ ମାଡ଼ମରା ଅଭିଯୋଗ, ଡାକ୍ତର ମାଡ଼ମାରିଥିବା ନେଇ କାଲି ଥାନାକୁ ଯାଇଥିଲେ ମହିଳା, ଏତଲା ନରଖିବାରୁ ରାତିସାରା ଥାନାରେ ବସିଲେ ମହିଳା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।