ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଇମ୍ରାନ ଖାନ୍, ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ଦଳ ସଂଖ୍ୟା ଗରିଷ୍ଠ ହୋଇଥିଲା, ମ୍ୟାଜିକ ନମ୍ବରଠାରୁ କମ୍ ଥିବାରୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା