ପାରାଦୀପ ଅଠରବାଙ୍କିରେ ମାଲବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌:ତାଳଚେରରୁ କୋଇଲା ଆଣି ଅନ୍‌ଲୋଡ୍‌ ସାରି ଫେରିବା ବେଳେ ଲାଇନ୍‌ଚ୍ୟୁତ, ଲାଇନଚ୍ୟୁତ୍‌ ହେବାର କାରଣ ଜଣାପଡ଼ି ନାହିଁ; ଯାଞ୍ଚ ଆରମ୍ଭ