ପାରାଦୀପ: ଝିଅଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ କୁଜଙ୍ଗ ବଳରାମପୁରର ହିମାଂଶୁ ପ୍ରଧାନ ଗିରଫ; ବିବାହର ପ୍ରତିଶ୍ରୁତି ଦେଇ ଝିଅମାନଙ୍କ ସହ ସଂପର୍କ ରଖୁଥିଲେ, ଶାରୀରିକ ସଂପର୍କ ବେଳର ଫଟୋକୁ ଭାଇରାଲ କରୁଥିଲେ