ପିଲାଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ ଘଟଣା: ପୋଲିସ ଡିଜି କହିଲେ, ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଯୋଗୁଁ ଏଭଳି ଘଟୁଛି, ଏଭଳି ଦେଖିଲେ ଆଇନକୁ ହାତକୁ ନନେଇ ପୋଲିସକୁ ଜଣାଅ