ପୁଣି ଧାନର MSP ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର: କେନ୍ଦ୍ରକୁ ଟାର୍ଗେଟ୍ କରି ବର୍ଷିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, କହିଲେ- ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ଧାନର MSP ଧାର୍ଯ୍ୟ କରିବା କଥା, ମେ ମାସରୁ MSP କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରିଛୁ, ଜୁନ୍ ଯାଇ ଜୁଲାଇ ହେଲାଣି, କୌଣସି ସୂଚନା ନାହିଁ