ପୁରୀ: କୁମ୍ଭାରପଡ଼ା ନରେନ୍ଦ୍ରକୋଣ ଅଞ୍ଚଳରେ ବସ୍ତି ଉଚ୍ଛେଦ ଦାବିରେ ପୁରୀ–ବ୍ରହ୍ମଗିରି ରାସ୍ତା ଅବରୋଧ, ଦେହରେ କିରାସିନି ଢାଳି ୨ ମହିଳା ଅସୁସ୍ଥ