ପୁରୀ: ବିଜେପି ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ବିଜେଡି ସରକାରକୁ ଅମିତଙ୍କ ସମାଲୋଚନା। କହିଲେ- ଗରିବ ଲୋକଙ୍କ ଉନ୍ନତି ପାଇଁ ମୋଦି ପଠାଉଥିବା ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁନି। ଅଫିସର୍‌ ଖାଇ ଯାଉଛନ୍ତି। ମହିଳା ଅତ୍ୟାଚାରରେ ଓଡ଼ିଶା ଅନ୍ୟମାନଙ୍କଠୁ ଆଗରେ।