ପୁରୀ: ବିଜେପି ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ବର୍ଷିଲେ ଅମିତ ଶାହା; କହିଲେ-ଏ ସରକାର ନିଶ୍ଚିତ ବଦଳିବ, ବିଜେପି ସରକାର ଆସିବ, ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ବହୁତ ସୁଯୋଗ ଦେଲେ, ବିଜେପିକୁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ଏକ ନମ୍ବର କରିବୁ