ପୁରୁଣା ଭୁବନେଶ୍ୱରର ବିଏମ୍‌ସି ହସ୍ପିଟାଲ ନିକଟରେ ଥିବା ମ୍ୟାନ୍‌ହୋଲ୍‌ରେ ଖସି ପଡ଼ିଥିଲେ ଜଣେ ୮୦ ବର୍ଷୀୟା ବୃଦ୍ଧା: ପ୍ରାୟ ୧୦ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ