ବରଗଡ଼: ଅତାବିରା ଥାନା ପାହାଡ଼ସିରିଗିଡ଼ା ଗାଁରେ ବାପା, ପୁଅଙ୍କ ମୃତଦେହ ଘର ଭିତରୁ ଉଦ୍ଧାର; ଜମିବାଡ଼ି ବିବାଦକୁ ନେଇ ପୁଅକୁ ହତ୍ୟା କଲା ପରେ ବାପା ଆତ୍ମହତ୍ୟା କରିଥିବା ସୂଚନା