ବର୍ଷା ମୁକାବିଲା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଶେଷ ହେବା ପରେ SRC ବିଷ୍ଣୁପଦ ସେଠୀ କହିଲେ- ମାଲକାନଗିରି ଓ ଜୟପାଟଣାରେ ଥିବା ଜଳବନ୍ଦୀଙ୍କୁ ଉଦ୍ଧାର କରାଯାଇଛି, କଟକ ଓ ଭୁବନେଶ୍ୱରରେ ଜଳବନ୍ଦୀଙ୍କୁ ରନ୍ଧା ଖାଦ୍ୟ ଦିଆଯିବ, ବନ୍ୟାରେ କାହାର ମୃତ୍ୟୁ ଘଟିନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।