ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଯୁବତୀଙ୍କ ଆତ୍ମହତ୍ୟା: ଜନୈକ ଯୁବକ ସଂପୃକ୍ତ ଯୁବତୀଙ୍କୁ ନିୟମିତ ହଇରାଣ କରୁଥିଲା, ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ କାଲି ବିଷ ପିଇ ଦେଇଥିଲେ, ଆଜି ବଲାଙ୍ଗିର ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ଘଟିଛି