ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ପୂରଣ ହେଉ ନ ଥିବା ଅଭିଯୋଗରେ ଛାତ୍ର ସଂସଦ ସଭାପତିଙ୍କ ନେତୃତ୍ୱରେ ତାଲା ପକାଇଲେ ପିଲା