ବାରିପଦା: କାର୍ ସହ ଭାସିଗଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର କନିଷ୍ଠ ଯନ୍ତ୍ରୀ ବାଜୁଣ୍ଟ୍ ଟୁଡୁ, ବଡ଼ସାହି ବେଲାମ-ଯୋଡ଼ିପାଳ ରାସ୍ତାରେ ଗଲା ବେଳେ ଭାସିଯାଉଥିଲେ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।