ବାଲୁଗାଁ: ବାଣପୁର ଡାକ୍ତରଖାନାରେ ଡାକ୍ତରଙ୍କୁ ରୋଗୀ ସଂପର୍କୀୟଙ୍କ ମାଡ଼ ଘଟଣା; ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ଡାକ୍ତରଙ୍କ ସୁରକ୍ଷା ଦାବିରେ ବାଣପୁର ଡାକ୍ତରଖାନା ଆଗରେ ଆଜି ବି ଡାକ୍ତରମାନଙ୍କ ଧାରଣା ଜାରି, ଆଶାକର୍ମୀ ଓ ଡାକ୍ତରଖାନା କର୍ମଚାରୀ ବି ଧାରଣାରେ ସାମିଲ୍