ବାଲୁଗାଁ: ମଝି ଚିଲିକାରେ ଡଙ୍ଗା ବୁଡ଼ି ୬ ଜଣ ମୃତ୍ୟୁ ଘଟଣା; ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜ୍ଜୁନ ବେହେରା ସାମନ୍ତରାପୁରରୁ ଗିରଫ, ଗିରଫ ସଂଖ୍ୟା ୨କୁ ବୃଦ୍ଧି, ପୂର୍ବରୁ ଡଙ୍ଗା ମାଲିକ ବସନ୍ତ ବେହେରା ଗିରଫ ହୋଇଥିଲେ