ବାଲେଶ୍ୱର: ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପ୍ରଦୀପ ଆଚାର୍ଯ୍ୟକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଲେ ପକ୍‌ସୋ କୋର୍ଟ; ୨୦୧୪ରେ ନାବାଳିକାକୁ ରାଉରକେଲାରୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ