ବିଜୁ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କିତ ଫଟୋ ପୁସ୍ତକ ‘ଦି ଟଲ ମ୍ୟାନ-ବିଜୁ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ସୀତାରାମ ୟେଚୁରୀ କହିଛନ୍ତି- ମୋ ଜନ୍ମ ବର୍ଷଠାରୁ ବିଜୁ ବାବୁ ରାଜନୀତି ଆରମ୍ଭ କଲେ, ତାଙ୍କ ବିଷୟରେ କହିବା ପାଇଁ ବୋଧହୁଏ ମୁଁ ଯୋଗ୍ୟ ନୁହେଁ, ତାଙ୍କ ସାହସ, ବୀରତ୍ୱ କାହାଣୀ ଶୁଣି ଆମେ ବଡ଼ ହୋଇଛୁ