ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଟକରା ଟକରି ବଢ଼ିଲା: ବିଜେପିର ଜନ ଜାଗରଣ ଯାତ୍ରାକୁ ଟକ୍କର ଦେବ ବିଜୁ ସ୍ୱାସ୍ଥ୍ୟ ରଥ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚାର ରଥ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସବୁ ଜିଲ୍ଲାରେ ରଥ ଗଡ଼ିବ, ଲୋକଙ୍କୁ ଯୋଜନାର ଲାଭ ବୁଝାଇ