ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା: ଇସ୍ତଫା ପତ୍ରରେ ନବୀନଙ୍କୁ ବିସ୍ତୃତ ଭାବେ ଲେଖିଲେ- ମୋ ପିତା ବଂଶୀଧର, ବିଜୁ ଅଙ୍କଲଙ୍କ ନିକଟତର ଥିବା ସମସ୍ତେ ଜାଣନ୍ତି, ତା ସତ୍ତ୍ୱେ ଆପଣ ବା ବିଜେଡିରୁ କେହି ଶେଷଦର୍ଶନକୁ ନଯିବା ଅମାନବିକତା