ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ କଲେ ମୁଖ୍ୟମନ୍ତ୍ରୀ: ଜଗତସିଂହପୁର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ପ୍ରଶାନ୍ତ ମୁଦୁଲି, ପୂର୍ବରୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି