ବେଙ୍ଗାଲୁରୁ: ଡିଏସ୍‌ପି ଏମ୍.କେ.ଗଣପତି ଆତ୍ମହତ୍ୟା ଘଟଣାରେ ଓଡ଼ିଆ ଆଇପିଏସ୍‌ ଅଫିସର ପ୍ରଣବ ମହାନ୍ତିଙ୍କ ସମେତ ୩ଜଣଙ୍କ ନାଁରେ ସିବିଆଇ ରୁଜୁ କଲା ମାମଲା