ବ୍ରହ୍ମପୁର: ଘୋଡ଼ାହାଡ଼ ନଦୀରେ ବୁଡ଼ି ମାଆପୁଅ ମୃତ, ଦିଗପହଣ୍ଡି ବ୍ଲକ ପନାଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି, ପୁଅକୁ ବଞ୍ଚାଇବାକୁ ଯାଇ ମାଆ ବି ନଦୀରେ ବୁଡ଼ି ଯାଇଥିଲେ