ବ୍ରହ୍ମପୁର: ଛତ୍ରପୁର ଆଇଆରଆଇ ପ୍ଲାଣ୍ଟର ମୋନାଜାଇଟ୍ ପ୍ରୋସେସିଂ ୟୁନିଟ୍‌ରେ ଅଗ୍ନିକାଣ୍ଡ; ନିଆଁକୁ ଆୟତ୍ତ କଲା ୩ଟି ଦମକଳ; କ୍ଷୟକ୍ଷତି ଆକଳନ ହୋଇନି