ବ୍ରହ୍ମପୁର: ବଡ଼ବଜାର ଥାନା ଶ୍ରୀରାମନଗରରେ ଅଝଟ ହେବାରୁ ପାଳିତା କନ୍ୟାକୁ ଚେଙ୍କ ଦେଲା ବାପା; ମୁହଁ ଓ ହାତରେ ଗଭୀର ଆଘାତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି, ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଲା ପୋଲିସ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।