ବ୍ଲାକ୍‌ରୋଜ ସମ୍ପର୍କରେ ବରିଷ୍ଠ ନେତା ଦାମ ରାଉତ କହିଲେ- କ୍ରାଇମବ୍ରାଞ୍ଚକୁ କୌଣସି ତଥ୍ୟ ମିଳିଲା ନାହିଁ, RTIକୁ ମିଳିଲା, ପ୍ରାୟ ୩୦ କୋଟି ମୂଲ୍ୟର ୨୪ ହଜାର ଟନ୍ ଲୁହାପଥର ପାଣିରେ ବୁଡ଼ିଲା, ମାତ୍ର ଜାହାଜ କାହାର, ମାଲିକ କିଏ ଜଣାପଡ଼ିଲା ନାହିଁ