ଭଞ୍ଜନଗର: ତାରାସିଂ ଥାନା ଗୟାଗଣ୍ଡା ଯାତ୍ରୀନିବାସରୁ ୩ ବର୍ଷର ପିଲା ଉଦ୍ଧାର; ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ, ଉଦ୍ଧାର ହୋଇଥିବା ପିଲା ବୁଗୁଡ଼ା ଥାନା କର୍ସିଂଙ୍ଗ ଗାଁର, କାଲିଠୁ ପିଲା ନିଖୋଜ ହେବା ପରେ ଘର ଲୋକ ଖୋଜାଖୋଜି କରୁଥିଲେ