ଭୁବନେଶ୍ୱର: ଖାରବେଳ ନଗର ଥାନା ୟୁନିଟ୍ ୪ ସ୍ଥିତ ଏକ ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ, ମୃତକ ଗୋପାଳ ମହାରଣା, ପୋଲିସର ତଦନ୍ତ ଆରମ୍ଭ