ଭୁବନେଶ୍ୱର: ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲ୍‌ରେ ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପଢ଼ୁଥିବା ୩୦୦ ଅଦିବାସୀ ପିଲା ଗତକାଲିଠାରୁ ଖାଡ଼ା ଉପାସରେ ରହିଛନ୍ତି, ନିମ୍ନମାନ ଖାଦ୍ୟ ଅଭିଯୋଗ କରିବାରୁ ଗତକାଲିଠାରୁ କର୍ତ୍ତୃପକ୍ଷ କ୍ୟାଣ୍ଟିନ ବନ୍ଦ କରିଦେଇଥିବା ଅଭିଯୋଗ