ଭୁବନେଶ୍ୱର: ପୂବର୍ତନ ବିଜେପି କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ୫ଟି ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ, ବିଳମ୍ବିତ ରାତିରେ ଘରେ ପଶି ଗାଡ଼ିରେ ନିଆଁ ଲଗାଇ ଦେଇ ଦୁର୍ବୃତ୍ତ ଚମ୍ପଟ୍ ହୋଇଯାଇଛି