ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ମାଷ୍ଟରକ୍ୟାଣ୍ଟିନରେ ଓଡ଼ିଶା ଗ୍ରାମ୍ୟ ସେବା ସଂଘର ବିକ୍ଷୋଭ,ପୋଲିସ୍‌ ଓ ସଂଘ କର୍ମୀ ଧସ୍ତାଧସ୍ତି,ପୋଲିସର ଲାଠିଚାର୍ଜ