ଭୁବନେଶ୍ୱର AIIMS ଡାକ୍ତରୀ ଛାତ୍ର ସୋହେଲ ଆଜାଜ ନିଖୋଜ ନେଇ କାଶ୍ମୀର ଡିଜିପି ଏସପି ବୈଦ କହିଲେ-ସୋହେଲଙ୍କୁ ଶେଷ ଥର ପାଇଁ କୋଲକତାରେ ଦେଖିବାକୁ ମିଳିଥିଲା, ତା ପରେ ସୋହେଲଙ୍କ ସଂପର୍କରେ କୌଣସି ସୁରାକ ମିଳୁନି, ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛୁ, ଆତଙ୍କବାଦୀ ସଂଗଠନ ସହ ସଂପର୍କ ନେଇ କିଛି ସୁରାକ ମିଳିନି