ଭୂବନେଶ୍ୱର: ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସୂଚନା: ଦ୍ୱିତୀୟ କ୍ୟାମ୍ପସ ପାଇଁ ଇଡକୋ ଦେବ ୨୦ ଏକର ଜମି, ସ୍ଥାନ ଖୋଜା ଚାଲିଛି, ଖୁବ୍ ଶୀଘ୍ର ଚୂଡ଼ାନ୍ତ କରାଯିବ