ମଧ୍ୟାହ୍ନ ଭୋଜନ ଓ ଆହାରକୁ ନେଇ ଜନସ୍ୱାର୍ଥ ମାମଲା: ହାଇକୋର୍ଟରେ ମାମଲା କଲା ଭାରତୀୟ ବିକାଶ ପରିଷଦ,ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ୧୦ଜଣ ପକ୍ଷଭୁକ୍ତ,ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଥିବା ବେଳେ ଅହେତୁକ ଅନୁକମ୍ପା ନେଇଥିବା ଅଭିଯୋଗ