ମାଲକାନଗିରି: ଏମ୍‌ଭି-୭୯ରେ ମାଓ ବିରୋଧୀ ପୋଷ୍ଟର; ସାବେରୀ ଉଚ୍ଚ ବିଦ୍ୟାଳୟରେ ଲାଗିଛି ଏକାଧିକ ପୋଷ୍ଟର, ହିଂସାମୁକ୍ତ ଓଡ଼ିଶା ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର