ମାଲକାନଗିରି: କାଲିମେଳା ବେଜେଙ୍ଗିଓ୍ୱାଡ଼ା ଗାଁରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର; ବେକରେ ଓଢ଼ଣୀ ଗୋଡ଼ା ହୋଇଛି, ଡ୍ରେସ୍ ଚିରା ହୋଇଛି, ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ, ସୋମବାରରୁ ନିଖୋଜ ଥିଲେ