ମିଡାସ୍ ଟଚ୍ ଚିଟ୍‌ଫଣ୍ଡ ସଂସ୍ଥା ନିର୍ଦ୍ଦେଶିକା ନିରୂପମା ସାମଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଓଡ଼ିଶା ହାଇକୋର୍ଟ: ୨ କୋଟି ଟଙ୍କାର ବ୍ୟାଙ୍କ ଜମା ଦେଇ ଜାମିନରେ ଯିବାକୁ ନିର୍ଦ୍ଦେଶ