ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସନ୍ଦେହ ପ୍ରକାଶ କଲେ ନିରଞ୍ଜନ ପଟ୍ଟନାୟକ: କହିଲେ- ଲଫାପା ସଫା ଦିଶୁଛି, ଲଫାପା ଉପରେ DTP ହେଲାଭଳି ଦିଶୁଛି, ସେତେବେଳେ କଣ କମ୍ପ୍ୟୁଟର ଥିଲା ? ବିଜ୍ଞାନିକ ପଦ୍ଧତିରେ ପରୀକ୍ଷା କଲେ ଲଫାପା କାଳି କେଉଁ ମସିହାର ଜଣାପଡ଼ିବ