ରତ୍ନ ଭଣ୍ଡାର ଭିତରେ ଅସୁସ୍ଥ ହୋଇପଡ଼ିଲେ ଜି.ସି ମିତ୍ର, କୋର କମିଟି ସଦସ୍ୟ ଜି.ସି ମିତ୍ରଙ୍କ ଗୋଡ଼ରେ ସାମାନ୍ୟ ଆଘାତ, ଆଘାତ ପରେ ମିତ୍ରଙ୍କୁ ଭଣ୍ଡାର ଘରୁ ବାହାରକୁ ଅଣାଗଲା, ଶ୍ରୀମନ୍ଦିର ଭିତରେ ଥିବା ASI ଅଫିସ୍‌ରେ ତାଙ୍କୁ ରଖାଯାଇଛି