ରାୟଗଡ଼ା: ଜୀବନ ବଞ୍ଚାଇବାକୁ ୨୨ ଘଣ୍ଟାର ଗୁଣିଗାରେଡ଼ି, ମୃତ ପତ୍ନୀଙ୍କ ଜୀବନ ଫେରାଇ ଆଣିବା ପାଇଁ ଝଡ଼ାଫୁଙ୍କାର ସାହାଯ୍ୟ ନେଲେ ସ୍ୱାମୀ, କିଛିଦିନ ତଳେ ସ୍ତ୍ରୀ ଅସୁସ୍ଥ ଥିଲେ। ଡାକ୍ତରଖାନା ନ ନେଇ ଝଡ଼ାପୁଙ୍କା କରୁଥିଲେ ସ୍ୱାମୀ