ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ, ଛତିଶା ନିଯୋଗ ନାୟକ ଓ ୧୦ ନିଯୋଗ ସଂପାଦକ ଉପସ୍ଥିତ