ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ବିଧାନସଭାରେ ହୋହଲ୍ଲା: ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ କଂଗ୍ରେସ ସଭ୍ୟ, ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତି