ଶ୍ୟାମ ଚରଣ ହାଁସଦାଙ୍କୁ ନୂଆ ଦାୟିତ୍ୱ, ସର୍ବ ଭାରତୀୟ ଆଦିବାସୀ କଂଗ୍ରେସ ପୁନର୍ଗଠନ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦ୍ୱାରା ନୂଆ ସଦସ୍ୟଙ୍କ ନାମ ଘୋଷଣା, ଜାତୀୟ ସଂଯୋଜକ ତାଲିକାରେ ଓଡ଼ିଶାରୁ ଶ୍ୟାମ ଚରଣ ହାଁସଦାଙ୍କ ନାମ