ସଡ଼କ ଦୁର୍ଘଟଣାରେ ଗଞ୍ଜାମ ପାତ୍ରପୁର ଅଞ୍ଚଳର ୫ ମୃତ ଘଟଣା: ପ୍ରତି ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ