ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ ତଳମୁଣ୍ଡ ଝାଙ୍କଆଣୀ ମନ୍ଦିର ନିକଟରେ ବାପା ଆଗରେ ବୁଡ଼ି ଗଲେ ଦୁଇ ପୁଅ, ଉଦ୍ଧାର କରିବାକୁ ଯାଇ ବାପାଙ୍କ ସାଙ୍ଗ ମଧ୍ୟ ବୁଡ଼ି ଗଲେ